Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ମହାନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ ।

ମହାନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ ।

131
ADVERTISEMENT

କଟକ,୦୯/୩(ଡ଼ି.ଏଚ ବ୍ୟୁରୋ):-କଟକ ଜଗତପୁରଥାନା ବାରଗୋଡ଼ିଆ ନିକଟ ମହାନଦୀରୁ ବାଲି ଉଠାଣ ବେଳେ ଅଘଟଣ। ପୁଲିସ ଭୟରେ ମହାନଦୀକୁ ଡେଇଁଲେ ୪ଜଣ ଯୁବକ। ଏଥିରେ ୩ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ନିଖୋଜ ଥିଲା । ଫଳରେ ୨୪ ଘଣ୍ଟା ପରେ ମହାନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ ।

Advertisement