Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଗର୍ଜିଲେ ନିଖିଳ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ।

ଗର୍ଜିଲେ ନିଖିଳ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ।

174
ADVERTISEMENT

ଭୁବନେଶ୍ବର,୦୮/୩(ଡ଼ି.ଏଚ ବ୍ୟୁରୋ):- ଭୁବନେଶ୍ବର ଲୋୟର୍ ପିଏମଜି ଠାରେ ଦରମା ବୃଦ୍ଧି ଦାବିରେ ଗର୍ଜିଲେ ନିଖିଳ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ। ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ଯାଦବଙ୍କ ନେତୃତ୍ବରେ ହଜାର ହଜାର ପାଚିକା ଏକାଠି ହୋଇ ପ୍ରଥମେ ବିଶାଳ ରାଲିରେ ବିଧାନସଭା ଅଭିମୁଖେ ଯାଇଥିଲେ। ଏବଂ ଲୋୟର ପିଏମ୍ଜିରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଘର ବିଭିନ୍ନ ଦାବି ସମ୍ପର୍କରେ ନାରାବାଜି କରିଥିଲେ। ।

Advertisement