Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ହତ୍ୟା କଲା ସ୍ଵାମୀ ।

ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ହତ୍ୟା କଲା ସ୍ଵାମୀ ।

158
ADVERTISEMENT

ସମ୍ବଲପୁର,o୩/୩(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ଅଇଁଠାପାଲି ଥାନା ସିଂହପାଲି ଗ୍ରାମରେ ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ହତ୍ୟା କଲା ସ୍ଵାମୀ ।ଏବଂ ପୁଲିସ ଅଭିଯୁକ୍ତ ସ୍ଵାମୀ କୁନା ଓରାମ(୩୨)କୁ ଗିରଫ କରିବା ସହିତ ତା ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଲୁହା ପାଇପ ଜବତ କରିଛି । ଘରୋଇ କଳହ ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଵାମୀ କୁନା ଏକ ଲୁହା ପାଇପରେ ସ୍ତ୍ରୀ ସସ୍ମିତାଙ୍କ ମୁଣ୍ଡକୁ ପିଟି ଦେଇଥିଳା।

Advertisement