Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ନାବାଳକ ଉପରେ ମାଡିଗଲା ଟ୍ରକ।

ନାବାଳକ ଉପରେ ମାଡିଗଲା ଟ୍ରକ।

129
ADVERTISEMENT

କେନ୍ଦୁଝର,୨୮/୨(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଛେନାପଦି-ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକରେ ନାବାଳକ ଉପରେ ମାଡିଗଲା ଟ୍ରକ। ମୃତ ନାବାଳକ ଦୋଳପଦି ଗାଁର ବାଦଲ ମୁଣ୍ଡା ହୋଇଥିବାବେଳେ ନିଜ ବାପା ମାଆଙ୍କ ସହ ସଙ୍କଟ ପାଲିଆ ଗାଁକୁ ବୁଲିବାକୁ ଆସିଥିଲl। ଏବଂ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଛନ୍ତି।

Advertisement