Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଜଗତସିଂହପୁର କୁଜଙ୍ଗ ଥାନାର ଆଇଆଇସି ତପନ ନାହାକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଜଗତସିଂହପୁର କୁଜଙ୍ଗ ଥାନାର ଆଇଆଇସି ତପନ ନାହାକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

117
ADVERTISEMENT

ଜଗତସିଂହପୁର,୨୭/୨(ଡ଼ି.ଏଚ ବ୍ୟୁରୋ):-ଜଗତସିଂହପୁର କୁଜଙ୍ଗ ଥାନାର ଆଇଆଇସି ତପନ ନାହାକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ଆଇଆଇସି ଜଣଙ୍କ ସେହି ଥାନାର ଜଣେ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ତେବେ ପୀଡିତା ହୋମଗାର୍ଡ ଜଣଙ୍କ ସଦର ଥାନାରେ ଏତଲା ଦେବା ପରେ ସମ୍ପୃକ୍ତ ଆଇଆଇସି ଜଣଙ୍କ ଫେରାର ହୋଇ ଯାଇଥିଲେ।

Advertisement