Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ନାଗାବଳୀ ନଦୀରେ ଶିବଲିଙ୍ଗ ।

ନାଗାବଳୀ ନଦୀରେ ଶିବଲିଙ୍ଗ ।

245
ADVERTISEMENT

ରାୟଗଡ଼଼ା ,୨୫/୨(ଡ଼ି.ଏଚ ବ୍ୟୁରୋ):-ରାୟଗଡ଼଼ା ଜିଲା କୋଲନରା ବ୍ଲକର ପାଇକପଡ଼ା ତଥା ମୁକୁନ୍ଦପୁର ଶାସନ ନିକଟସ୍ଥ ନାଗାବଳୀ ନଦୀରେ ଆଜି ଏକ ଶିବ ଲିଙ୍ଗ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ପ୍ରଥମେ କିଛି ଗାଈ ଚରାଳି ପିଲା ଏହାକୁ ଦେଖି ଗ୍ରାମବାସୀଙ୍କୁ ସୂଚନା ଦେତାପରେ ଧିରେ ଧିରେ ଲୋକେ ଏହାକୁ ଦେଖିବାକୁ ସେଠାରେ ଭିଡ ଜମାଉଥିବାର ଖବର ମିଳିଛି।

Advertisement