Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଚାଲିଚାଲି ବାରିପଦାରେ ପହଞ୍ଚିଲେ ଅନ୍ତେବାସୀ ।

ଚାଲିଚାଲି ବାରିପଦାରେ ପହଞ୍ଚିଲେ ଅନ୍ତେବାସୀ ।

114
ADVERTISEMENT

ବାରିପଦା,୨୫/୨(ଡ଼ି.ଏଚ ବ୍ୟୁରୋ):-ଚାଲିଚାଲି ବାରିପଦାରେ ପହଞ୍ଚିଲେ ଅନ୍ତେବାସୀ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଏବଂ ଶିକ୍ଷକମାନେ ବିଭିନ୍ନ ସମୟରେ ବିନା କାରଣରେ ଛାତ୍ରଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବା କାରଣରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ନିମନ୍ତେ ହଷ୍ଟେଲର ଗେଟ୍ ଡେଇଁ ଡେଇଁ ପାଖାପାଖି ୨୫ କି.ମି ରାସ୍ତା ଅତିକ୍ରମ କରି ବାରିପଦାରେ ପହଞ୍ଚିଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ବାସିପିଠା ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟର ଶତାଧିକ ଅନ୍ତେବାସୀ।

Advertisement