Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ଉଦ୍ଧାର l

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ଉଦ୍ଧାର l

120
ADVERTISEMENT

ସମ୍ବଲପୁର,୨୦/୨(ଡି.ଏଚ ବ୍ୟୁରୋ):-ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ଉଦ୍ଧାର l ବୁର୍ଲା ପୁଲିସ ଉଦ୍ଧାର କରି ଛାତ୍ରୀଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରିଥିଲେ । ତେବେ କେଉଁମାନେ, କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରିଛନ୍ତି ସେ ନେଇ ପୁଲିସ ଘଟଣାର ତଦନ୍ତ ଜାରି କରୁଛି। ଏବଂ ଯୁବତୀ ଜଣକ ବୁର୍ଲା ସହର ବାସିନ୍ଦା ହୋଇଥିବା ବେଳେ ସେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଲାଇବ୍ରେରି ସାଇନ୍ସ ବିଭାଗ ସ୍ନାତକୋତ୍ତର ଶେଷ ବର୍ଷ ଛାତ୍ରୀ ଅଟନ୍ତି ।

Advertisement