Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଗୋପାଳପୁର ଥାନା ପୁଲିସ ଏକ ଡକାୟତି ଗ୍ୟାଙ୍ଗର  ୭ଜଣକୁ ଗିରଫ କରିଛି।

ଗୋପାଳପୁର ଥାନା ପୁଲିସ ଏକ ଡକାୟତି ଗ୍ୟାଙ୍ଗର  ୭ଜଣକୁ ଗିରଫ କରିଛି।

124
ADVERTISEMENT

ବ୍ରହ୍ମପୁର,୧୮/୨(ଡ଼ି. ଏଚ୍ ବ୍ୟୁରୋ):-ଗୋପାଳପୁର ଥାନା ପୁଲିସ ଏକ ଡକାୟତି ଗ୍ୟାଙ୍ଗର  ୭ଜଣକୁ ଗିରଫ ସେମାନଙ୍କ ଠାରୁ ଗୋଟିଏ ଟାଟା ସୁମୋ ଗାଡ଼ି,୨ ଟି ଖଣ୍ଡା,୪ ଟି ଲୁହା ରଡ଼, ୨ ଟା ଖାଲି ମଦ ବୋତଲ, ୩୫୦୦ ଟଙ୍କା ସମେତ ୭ ଟି ମୋବାଇଲ ଫୋନ ଜବତ କରିଛି। ୭ ଅଭିଯୁକ୍ତ ହେଲେ ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡା ସାଇ ବିହାରର ଚିନୁ ବିଷୋୟୀ (୨୩), ସଦର ଥାନା ଅନ୍ତର୍ଗତ ହୁଗୁଳାପଟାର ରାଜା ମହାରଣା (୨୦)  ବାବୁଲା ନାୟକ(୧୯),ସିତୁନ ସ୍ବାଇଁ (୧୯),ସିତମ ସ୍ବାଇଁ(୨୧)କିରଣ ସ୍ବାଇଁ (୨୨),ଓ ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ବଡ଼ସାହିର ସାଗର ରାଉଳ ।ସେମାନେ ରାଜପଥରେ ଥିବା ପେଟ୍ରୋଲ ପମ୍ପ ଓ ଟ୍ରକ ମାନଙ୍କରୁ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା l

Advertisement