Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଭାଲୁର ମୃତ୍ୟୁ ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଭାଲୁର ମୃତ୍ୟୁ ।

130
ADVERTISEMENT

ବାଲେଶ୍ୱର,୧୭/୨(ଡ଼ି.ଏଚ୍.ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ନୀଳଗିରି ମିତ୍ରପୁର ଅଯୋଧ୍ୟା ରାସ୍ତା ସିନ୍ଦୁରାଗଉରା ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଭାଲୁର ମୃତ୍ୟୁ । ମହୁ ଖାଇବା ଆଶାରେ ଯାଇ ବିଦ୍ୟୁତ ଆଘାତରେ ଭାଲୁଟିର ଜୀବନ ଯାଇଥିବା ଜଣାପଡ଼ିଛି।

Advertisement