ବାପାର ମୃତଦେହ ନେଇ ଫେରିବା ବେଳେ ଡମ୍ଫରକୁ ପିଟିଲା ଆମ୍ବୁଲାନ୍ସ ।

20
ADVERTISEMENT

ଭଦ୍ରକ,୦୧/୨(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟରେ ବାପାର ମୃତଦେହ ନେଇ ଫେରିବା ବେଳେ ଡମ୍ଫରକୁ ପିଟିଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ପୁଅ, ଜ୍ୱାଇଁ ଓ ଚାଳକଙ୍କ ସମେତ ୩ ଜଣକର ମୃତ୍ୟୁ ଘଟିଥିବାବେଳେ ବୋହୂ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଏବଂ ସମସ୍ତ ମୃତାହତ ବାଲେଶ୍ୱର ଭୋଗରାଇ ଅଞ୍ଚଳର ବୋଲି ସୂଚନା ।

Advertisement