Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ହାଇୱାକୁ ପିଟିଲା ଓମଫେଡ କ୍ଷୀର ଗାଡ଼ି।

ହାଇୱାକୁ ପିଟିଲା ଓମଫେଡ କ୍ଷୀର ଗାଡ଼ି।

125
ADVERTISEMENT

କଟକ,୨୮/୧(ଡି.ଏଚ୍.ବ୍ୟୁରୋ):-କଟକ ତେଲେଙ୍ଗାପେଣ୍ଠ ଛକ ନିକଟରେ ପ୍ରବଳ କୁହୁଡ଼ି ଯୋଗୁଁ ଭାରସ୍ୟାମ ହରାଇ ହାଇୱାକୁ ପିଟିଲା ଓମଫେଡ କ୍ଷୀର ଗାଡ଼ି। ଦୁର୍ଘଟଣାରେ ଓମଫେଡ କ୍ଷୀର ଗାଡ଼ିର ହେଲପର ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତି ଥିବାବେଳେ ଓମଫେଡ କ୍ଷୀର ଗାଡ଼ିt ନରାଜ କ୍ଷୀର ପ୍ଲାଣ୍ଟରୁ ନଖରା ଅଭିମୁଖେ ଯାଉଥିଲା।

Advertisement