Wednesday, September 23, 2026
ADVERTISEMENT
Home Uncategorized ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ।

ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ।

133
ADVERTISEMENT

କୋରାପୁଟ,୨୧/୧(ଡି.ଏଚ୍.ବ୍ୟୁରୋ):-କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଗେରୁପୁଟ ଜଙ୍ଗଲ ନିକଟରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ। ମୃତ ଦମ୍ପତି ଗେରୁପୁଟ ଗାଁର ବଳରାମ ଗାଲେଲ୍ ଏବଂ ବଲା ଗାଲେଲ୍ ହୋଇଥିବାବେଳେ ଉଭୟ କାଠ ସଂଗ୍ରହ କରିବା ଲାଗି ଜଙ୍ଗଲକୁ ଯାଇଥିଲେ ।ଏବଂ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Advertisement