Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା।

ସିମେଣ୍ଟ ପ୍ଲାଣ୍ଟରେ କୋଲ୍ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା।

127
ADVERTISEMENT

ରାଜଗାଙ୍ଗପୁର,୧୭/୧(ଡି.ଏଚ୍.ବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ଘଟିଥିବା ଏହି ଦୁର୍ଘଟଣାରେ କାର୍ଯ୍ୟ କରୁଥିବା ୩ରୁ୪ ଶ୍ରମିକ ହପର୍ ତଳେ ଚାପି ହୋଇ ରହିଯାଇଥିବା ସୂଚନା। ଉଦ୍ଧାର କାର୍ଯ୍ୟ ପାଇଁ ପ୍ଲାଣ୍ଟରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିବାବେଳେ ଏଭଳି ଅଘଟଣ ନେଇ ପ୍ଲାଣ୍ଟ ବାହାରେ ଉତ୍ତେଜନା ପ୍ରକାଶ ପାଇଛି।

Advertisement