Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କୁକୁଡା ବୋଝେଇ ଭ୍ୟାନ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ।

କୁକୁଡା ବୋଝେଇ ଭ୍ୟାନ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ।

143
ADVERTISEMENT

ମୟୁରଭଞ୍ଜ,୧୩/୧(ଡି.ଏଚ୍.ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା ୫୩ ନଂ ରାଜ୍ୟ ରାଜପଥ କେନ୍ଦୁମୁଣ୍ଡି ଜଙ୍ଗଲ ରାସ୍ତାରେ ଏକ କୁକୁଡା ବୋଝେଇ ଭ୍ୟାନ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଉଭୟ ସ୍ବାମୀ-ସ୍ତ୍ରୀ ବାଇକରେ ଗଲାବେଳେ ଏକ କୁକୁଡା ବୋଝେଇ ଭ୍ୟାନ୍ ଧକ୍କା ଦେଇଥିଲା l ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ।

Advertisement