ADVERTISEMENT
Home ଆଞ୍ଚଳିକ ରାଜ୍ୟର ପୁରୀ, ଭବାନୀପାଟଣା, ସମ୍ବଲପୁର ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜକୁ ଗଡିଲା ସ୍ଵତନ୍ତ୍ର ବସ୍।

ରାଜ୍ୟର ପୁରୀ, ଭବାନୀପାଟଣା, ସମ୍ବଲପୁର ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜକୁ ଗଡିଲା ସ୍ଵତନ୍ତ୍ର ବସ୍।

103
ADVERTISEMENT

ଭୁବନେଶ୍ୱର,୧୨/୧(ଡି.ଏଚ୍.ବ୍ୟୁରୋ):-ରାଜ୍ୟର ପୁରୀ, ଭବାନୀପାଟଣା, ସମ୍ବଲପୁର ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜକୁ ଗଡିଲା ସ୍ଵତନ୍ତ୍ର ବସ୍। କୁମ୍ଭ ମେଳା ଦେଖିବାପାଇଁ ଏହି ସ୍ଵତନ୍ତ୍ର ବସ୍ ସେବା ଆରମ୍ଭ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏବଂ ବସ୍ ଟିକେଟରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି।

Advertisement