Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ନିଆଁ ପୋଇଁବା ବେଳେ ୨ନାବାଳକ ଜୀବନ୍ତ ଦଗ୍ଧ l

ନିଆଁ ପୋଇଁବା ବେଳେ ୨ନାବାଳକ ଜୀବନ୍ତ ଦଗ୍ଧ l

125
ADVERTISEMENT

ବୌଦ୍ଧ,୧୨/୧(ଡି.ଏଚ୍.ବ୍ୟୁରୋ):-ବୌଦ୍ଧ ସଦର ବ୍ଲକ ମୁନ୍ଦିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗ୍ରାମରେ ନିଆଁ ପୋଇଁବା ବେଳେ ୨ନାବାଳକ ଜୀବନ୍ତ ଦଗ୍ଧ l ଦୁହେଁ ନିଆଁ ପୋଇଁବା ପାଇଁ ଏକ ପାଳ ଗଦାରେ ନିଆଁ ଲଗାଇ ଦେଇ ଭୟରେ ପାଳ ଗଦାରେ ଲୁଚି ଯାଇଥିବାରୁ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଦେଖିବାକୁ ମିଳିଛି। ଏବଂ ଉଭୟ ସମ୍ପର୍କରେ ମାମୁଁ ଭଣଜା ହୋଇଥିବାବେଳେ ଘଟଣାସ୍ଥଳରେ ବାଉଁଶୁଣୀ ପୁଲିସର ତଦନ୍ତ ଜାରି ।

Advertisement