Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ଵାମୀ ।

ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ଵାମୀ ।

116
ADVERTISEMENT

ମାଲକାନଗିରି,୧୧/୧(ଡି.ଏଚ୍.ବ୍ୟୁରୋ):-ମାଲକାନଗିରି କାଲିମେଳା ଥାନା ଏମଭି ୬୬ ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ଵାମୀ । ହତ୍ୟା ପରେ ଅଭିଯୁକ୍ତ ସ୍ଵାମୀ ନୀତେନ୍ ବିଶ୍ଵାସ କାଲିମେଳା ଥାନାରେ ଆତ୍ମସମର୍ପଣ କରିଥିବାବେଳେ ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ଏବଂ ସେ ଆଖୁ ରସ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି।

Advertisement