Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର: ନିର୍ମାଣାଧୀନ କୋଠାରୁ ପୁଲିସ ବୋମା ଭର୍ତ୍ତି ବ୍ୟାଗ ଜବତ କରିଛି।

ବ୍ରହ୍ମପୁର: ନିର୍ମାଣାଧୀନ କୋଠାରୁ ପୁଲିସ ବୋମା ଭର୍ତ୍ତି ବ୍ୟାଗ ଜବତ କରିଛି।

104
ADVERTISEMENT

ବ୍ରହ୍ମପୁର,୧୧/୧(ଡି.ଏଚ୍.ବ୍ୟୁରୋ):-ବ୍ରହ୍ମପୁର ଖଜୁରିଆ ନିକଟ ଏକ ନିର୍ମାଣାଧୀନ କୋଠାରୁ ବ୍ରହ୍ମପୁର ପୁଲିସ ବୋମା ଭର୍ତ୍ତି ବ୍ୟାଗ ଜବତ କରିଛି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଖଜୁରିଆର ଏହି କୋଠାରେ ଦୁର୍ବୃତ୍ତମାନେ ପୁଲିସ ଗାଡ଼ି ଦେଖି ଉକ୍ତ ବ୍ୟାଗଟିକୁ ଛାଡ଼ି ପଳାଇଛନ୍ତି। ଏବଂ ବ୍ୟାଗରୁ ୩୦ରୁ ଅଧିକ ବୋମା ଥିବାବେଳେ  ପୁଲିସ ପକ୍ଷରୁ  ଘଟଣାର ଅଧିକ ତଦନ୍ତ ଜାରି  ରହିଛି ।

Advertisement