Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ଅଭିଯୁକ୍ତଙ୍କ ମୃତଦେହ ଛାଡ଼ି ପଳାଇଲେ ଅବକାରୀ ବିଭାଗ ।

ଅଭିଯୁକ୍ତଙ୍କ ମୃତଦେହ ଛାଡ଼ି ପଳାଇଲେ ଅବକାରୀ ବିଭାଗ ।

139
ADVERTISEMENT

ଢେଙ୍କାନାଳ,୦୯/୧(ଡି.ଏଚ୍.ବ୍ୟୁରୋ):-ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଅଭିଯୁକ୍ତଙ୍କ ମୃତଦେହ ଛାଡ଼ି ପଳାଇଲେ ଅବକାରୀ ବିଭାଗ । ମୃତ ଅଭିଯୁକ୍ତ ସଦରପୁର ଗାଁର ସୂର୍ଯ୍ୟମଣି ସେନାପତି ହୋଇଥିବାବେଳେ ତାଙ୍କ ମୃତଦେହକୁ ଅବକାରୀ ବିଭାଗର  ଅଧିକାରୀମାନେ ଛାଡ଼ି ପଳାଇଥିବା ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପ୍ରକାଶ କରିଛନ୍ତି।ଏବଂ ସୂର୍ଯମଣିଙ୍କ କିଭଳି ମୃତ୍ୟୁ ହେଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ସହ କ୍ଷତିପୂରଣ ପ୍ରଦାନ କରିବାକୁ ପରିବାର ସଦସ୍ୟ ନିବେଦନ କରିଛନ୍ତି।

Advertisement