ADVERTISEMENT
Home ଆଞ୍ଚଳିକ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ରେଳବାଇ ଥାନା ପୁଲିସ ଏଏସ୍‌ଆଇ ନିରଞ୍ଜନ ଜେନାକୁ ଗିରଫ କରିଛି।

ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ରେଳବାଇ ଥାନା ପୁଲିସ ଏଏସ୍‌ଆଇ ନିରଞ୍ଜନ ଜେନାକୁ ଗିରଫ କରିଛି।

110
ADVERTISEMENT

ଭୁବନେଶ୍ବର,୦୯/୧(ଡି.ଏଚ୍.ବ୍ୟୁରୋ):-ଭୁବନେଶ୍ବର ରାଜଧାନୀର ‌ଆର୍‌ପିଏଫ୍‌ ଥାନାରେ ଜଣେ ଆର୍‌ପିଏଫ୍‌ ଏଏସ୍‌ଆଇ ରେଳଷ୍ଟେସନରେ ଆଶ୍ରୟ ନେବାକୁ ଆସିଥିବା ଯୁବତୀଙ୍କୁ  ଦୁଷ୍କର୍ମ ଉଦ୍ୟମ  କରିବା ଅଭିଯୋଗରେ ରେଳବାଇ ଥାନା ପୁଲିସ ଅଭିଯୁକ୍ତ ଏଏସ୍‌ଆଇ ନିରଞ୍ଜନ ଜେନାକୁ ଗିରଫ କରିକୋର୍ଟ ଚାଲାଣ କରିଛି।   ଯାହାକୁ ନେଇ ଭୁବନେଶ୍ବର ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement