ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟ  ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ।

5
ADVERTISEMENT

ଢେଙ୍କାନାଳ,୦୯/୧(ଡି.ଏଚ୍.ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟ  ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ । ଲୁଟେରାମାନେ ଏଟିଏମ୍‌ ଭାଙ୍ଗି ଟଙ୍କା ନେବା ସହ କ୍ୟାମେରା ଓ ହାର୍ଡଡିସ୍କ ଭାଙ୍ଗି ଏଟିଏମ୍‌ରେ ନିଆଁ ଲଗାଇ ଦେଇଥିବାବେଳେ  ପୋଲିସ କାର୍‌ ସହ ୨ ଜଣଙ୍କୁ କାବୁ କରିଛି  । ତେବେ ଅନ୍ୟ ଏକ କାରରେ  ଟଙ୍କା ଧରି ଅନ୍ୟ ଲୁଟେରାମାନେ ଚମ୍ପଟ ମାରିଛନ୍ତି।

Advertisement