ଆଞ୍ଚଳିକପୁରୀ ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ସନ୍ଦେହ। By Dunia Halchal - January 7, 2025 135 Share FacebookXPinterestWhatsApp ADVERTISEMENT କୃଷ୍ଣ ପ୍ରସାଦ,୦୭/୧(ଡି.ଏଚ୍.ବ୍ୟୁରୋ):-ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ସନ୍ଦେହ। ବିଭିନ୍ନ କୁକୁଡ଼ା ଫାର୍ମରେ ବହୁ ସଂଖ୍ୟାରେ କୁକୁଡ଼ା ମରିଥିବା ସୂଚନା ମିଳିଛି। ଏବଂ କିଛି ସ୍ଥାନରେ କାଉ ମରି ପଡ଼ିଥିବାରୁ ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। Advertisement