Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବୋଦା, ମେଣ୍ଡା, କୁକୁଡା ଆଦି ବଳିରେ ରକ୍ତ ରଞ୍ଜିତ ହୋଇଛି ଶୁଳିଆ ପୀଠ।

ବୋଦା, ମେଣ୍ଡା, କୁକୁଡା ଆଦି ବଳିରେ ରକ୍ତ ରଞ୍ଜିତ ହୋଇଛି ଶୁଳିଆ ପୀଠ।

151
ADVERTISEMENT

ବଲାଙ୍ଗୀର,୦୭/୧(ଡି.ଏଚ୍.ବ୍ୟୁରୋ):-ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକର ଖଇରିଗୁରା ଓ କୁମୁରିଆ ଗାଁରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା। ଏବଂ ଗତ ବର୍ଷଭଳି ଚଳିତବର୍ଷ ମଧ୍ୟ ବୋଦା, ମେଣ୍ଡା, କୁକୁଡା ଆଦି ବଳିରେ ରକ୍ତ ରଞ୍ଜିତ ହୋଇଛି ଶୁଳିଆ ପୀଠ। ଏଥିସହ ସୁରକ୍ଷା ପାଇଁ ଦୁଇ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।

Advertisement