Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଟ୍ରକର ପଛ ପଟୁ ଧକ୍କା ଦେଲା ଟ୍ରଲର।

ଟ୍ରକର ପଛ ପଟୁ ଧକ୍କା ଦେଲା ଟ୍ରଲର।

133
ADVERTISEMENT

ବାଲେଶ୍ଵର,୦୭/୧(ଡି.ଏଚ୍.ବ୍ୟୁରୋ):-ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ରାଜପଥ ରାଜଘାଟ ନିକଟରେ ଟ୍ରକର ପଛ ପଟୁ ଧକ୍କା ଦେଲା ଟ୍ରଲର। ଏଥିରେ ଟ୍ରଲର ଡ୍ରାଇଭର ଜଣକ ଗୁରୁତର ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ଥିବାବେଳେ ଟ୍ରଲରଟି ବାଲେଶ୍ଵର ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ର ତଦନ୍ତ ଜାରି ।

Advertisement