ADVERTISEMENT
Home ଆଞ୍ଚଳିକ ପୁରୀକୁ ଗଡ଼ିଲା ଡବଲ୍ ଡେକର୍ ବସ୍ l

ପୁରୀକୁ ଗଡ଼ିଲା ଡବଲ୍ ଡେକର୍ ବସ୍ l

98
ADVERTISEMENT

ପୁରୀ,୦୬/୧(ଡି.ଏଚ୍.ବ୍ୟୁରୋ):-ପୁରୀ କୁ ଗଡ଼ିଲା ଡବଲ୍ ଡେକର୍ ବସ୍ l ଦୁଇ ମହଲା ଏହି ବସରେ ଶ୍ରୀକ୍ଷେତ୍ର ଭ୍ରମଣରେ ଆସିବେ ପର୍ଯ୍ୟଟକ। ବ୍ୟାଟେରିଚାଳିତ ଏହି ବସରେ ସମୁଦାୟ ୬୬ଟି ସିଟ୍ ସାଙ୍ଗକୁ ଫାଷ୍ଟ ଏଡ୍, ସିସିଟିଭି, ସେଣ୍ଟ୍ରାଲ୍ ଏସି ତଥା ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହ ଅଗ୍ନି ନିର୍ବାପକ (ଫାୟାର ଏକ୍ସଟିଙ୍ଗୁଇସ୍) ବ୍ୟବସ୍ଥା ରହିଛି। ବସରେ ଉପର ମହଲାକୁ ଚଢ଼ିବା ଏବଂ ଓହ୍ଲେଇବା ପାଇଁ ଦୁଇ ପାର୍ଶ୍ବରେ ଦୁଇଟି ସିଡ଼ି ରହିଛି।

Advertisement