ଚୀନରେ ଦେଖାଦେଇଥିବା ନୂଆ ଭୂତାଣୁ ଏଚଏମଭିପି ଭାରତରେ ଚିହ୍ନଟ ହୋଇଛି।

10
ADVERTISEMENT

ନୂଆଦିଲ୍ଲୀ,୦୬/୧(ଡି.ଏଚ୍.ବ୍ୟୁରୋ):-ଚୀନରେ ଦେଖାଦେଇଥିବା ନୂଆ ଭୂତାଣୁ ଏଚଏମଭିପି ଭାରତରେ ଚିହ୍ନଟ ହୋଇଛି। ବେଙ୍ଗାଲୁରୁରେ ପ୍ରଥମ ଏହି ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜଣେ ୮ ମାସର ଶିଶୁ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏବଂ ଚୀନରେ ଏହିଭୂତାଣୁ ଦ୍ରୁତ ଗତିରେ ବ୍ୟାପି ଥିବାବେଳେ ଅନେକ ଲୋକେ ସଂକ୍ରମିତ ହୋଇଛନ୍ତି।

Advertisement