ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟାକାଣ୍ଡ।

128
ADVERTISEMENT

ଢେଙ୍କାନାଳ,୦୨/୧(ଡି.ଏଚ୍.ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ବସୋଇ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ସରୋଜ ବିଶ୍ବାଳ ସେହି ଗ୍ରାମର ରାକେଶ ସେଠୀ ଙ୍କୁ ପିଟିପିଟି ହତ୍ୟା କରିବା ପରେ ଶବକୁ ଟାଙ୍ଗିଆରେ ଖଣ୍ଡ ଖଣ୍ଡ କରି ଗାଁ ଦାଣ୍ଡ ସାରା ଫିଙ୍ଗିଥିଲା । ଏବଂ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ।

Advertisement