Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କୁନି ଝିଅ ଉପରେ ମାଡ଼ିଗଲା ହାଇୱା ଟ୍ରକ ।

କୁନି ଝିଅ ଉପରେ ମାଡ଼ିଗଲା ହାଇୱା ଟ୍ରକ ।

122
ADVERTISEMENT

କଟକ,୦୧/୧(ଡି.ଏଚ୍.ବ୍ୟୁରୋ):-କଟକର ଯୋବ୍ରା ବ୍ୟାରେଜ୍ ନିକଟରେ କୁନି ଝିଅ ଉପରେ ମାଡ଼ିଗଲା ହାଇୱା ଟ୍ରକ । ସେ ନିଜ ମଉସା ସହ ବାଇକ ରେ ଯାଉଥିବାବେଳେ ହାଇୱା ବାଇକ୍କୁ ଧକ୍କା ଦେଇ କୁନି ଝିଅ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ମାଲଗୋଦାମ ପୁଲିସ ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

Advertisement