Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବୈତରଣୀ ନଦୀକୁ ଡେଇଁ ଦୋକାନୀଙ୍କ ଆତ୍ମହତ୍ୟା।

ବୈତରଣୀ ନଦୀକୁ ଡେଇଁ ଦୋକାନୀଙ୍କ ଆତ୍ମହତ୍ୟା।

135
ADVERTISEMENT

ବଡବିଲ,୩୧/୧୨(ଡି.ଏଚ୍.ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ବଡବିଲ ଚମ୍ପୁଆ ଅଞ୍ଚଳରେ ବୈତରଣୀ ନଦୀକୁ ଡେଇଁ ଦୋକାନୀଙ୍କ ଆତ୍ମହତ୍ୟା। ବୈତରଣୀ ନଦୀ ପୋଲ ଉପରେ ନିଜ ସ୍କୁଟି ରଖି ନଦୀକୁ ଡେଇଁପଡିଥିବାବେଳେ ମୃତକ ବିସ୍କୁଟ ହୋଲସେଲିଂ ଦୋକାନୀ ବସନ୍ତ ପାତ୍ର । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍କୁଟି ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Advertisement