Monday, September 7, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୪ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର, ଜଣେ ଡାକ୍ତରଙ୍କୁ ୬ମାସ ପାଇଁ...

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୪ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର, ଜଣେ ଡାକ୍ତରଙ୍କୁ ୬ମାସ ପାଇଁ ହଷ୍ଟେଲ୍ ବାରଣ ।

101
ADVERTISEMENT

ବ୍ରହ୍ମପୁର,୩୦/୧୨(ଡି.ଏଚ୍.ବ୍ୟୁରୋ):-ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀଙ୍କ ମାରପିଟ ଘଟଣାରେ କଲେଜ କର୍ତ୍ତୃପକ୍ଷ ୪ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଜଣେ ଡାକ୍ତରଙ୍କୁ ୬ମାସ ପାଇଁ ହଷ୍ଟେଲ୍ ବାରଣ କରିଛନ୍ତି। ଗତ ୨୦ତାରିଖ ଦିନ ଦୁଇଗୋଷ୍ଠୀ ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ମାର୍ପିଟ ହୋଇଥିଲା।

Advertisement