ADVERTISEMENT
Home ଆଞ୍ଚଳିକ ଟୁରିଷ୍ଟ ବସ ଓଲଟି ୪ଜଣକର ମୃତ୍ୟୁ ଘଟିଥିବାବେଳେ ୨୮ ପର୍ଯ୍ୟଟକ ଆହତ ।

ଟୁରିଷ୍ଟ ବସ ଓଲଟି ୪ଜଣକର ମୃତ୍ୟୁ ଘଟିଥିବାବେଳେ ୨୮ ପର୍ଯ୍ୟଟକ ଆହତ ।

126
ADVERTISEMENT

ବୈପାରୀଗୁଡ଼ା,୨୯/୧୨(ଡି.ଏଚ୍.ବ୍ୟୁରୋ):-କୋରାପୁଟ ଜିଲା ବୈପାରୀଗୁଡ଼ାର ଗୁପ୍ତେଶ୍ଵର ପୀଠ ନିକଟସ୍ଥ ସୁକନାଳ ଘାଟିରେ ଟୁରିଷ୍ଟ ବସ ଓଲଟି ୪ଜଣକର ମୃତ୍ୟୁ ଘଟିଥିବାବେଳେ ଘଟଣାରେ ୨୮ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ହୋଇ ବୈପାରୀଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ଥିବାବେଳେ ସମସ୍ତ କଟକ ଜିଲା ନିଆଳି ଅଞ୍ଚଳର ବୋଲି ସୂଚନା। ସେପଟେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

Advertisement