Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଆଜି କଂଗ୍ରେସ ପକ୍ଷରୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ବନ୍ଦ ଡାକରା ଦିଆଯାଇଛି।

ଆଜି କଂଗ୍ରେସ ପକ୍ଷରୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ବନ୍ଦ ଡାକରା ଦିଆଯାଇଛି।

130
ADVERTISEMENT

ଭବାନୀପାଟଣା,୨୮/୧୨(ଡି.ଏଚ୍.ବ୍ୟୁରୋ):-ଚାଷୀକୁ ଧାନର ଉଚିତ୍ ମୂଲ୍ୟ ପ୍ରଦାନ ଓ କଟନି ଛଟନି ବନ୍ଦ ଦାବିନେଇ ଆଜି କଂଗ୍ରେସ ପକ୍ଷରୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ବନ୍ଦ ଡାକରା ଦିଆଯାଇଛି। ଫଳରେ ଜିଲ୍ଲା ସଦର ମହକୁମା ସମେତ କେସିଙ୍ଗା ସହର ଏବଂ ସଦର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବନ୍ଦ ପାଳନ କରାଯିବl ସହ କଂଗ୍ରେସକର୍ମୀମାନେ ସହରର ବିଭିନ୍ନ ପ୍ରବେଶ ପଥ ଅବରୋଧ କରିଛନ୍ତି l ଫଳରେ ୨୬ ନମ୍ୱର୍ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେଇଛି।

Advertisement