Monday, September 7, 2026
ADVERTISEMENT
Home ଆଞ୍ଚଳିକ ଅଲାରିଗଡ଼ ନିଷ୍ଟିପୁର ନିକଟରୁ ଠାବ ହୋଇଛି ପ୍ରେମୀ ଯୁଗଳଙ୍କ ମୃତଦେହ ।

ଅଲାରିଗଡ଼ ନିଷ୍ଟିପୁର ନିକଟରୁ ଠାବ ହୋଇଛି ପ୍ରେମୀ ଯୁଗଳଙ୍କ ମୃତଦେହ ।

108
ADVERTISEMENT

ବ୍ରହ୍ମପୁର,୨୬/୧୨(ଡି.ଏଚ୍.ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଲାରିଗଡ଼ ନିଷ୍ଟିପୁର ନିକଟରୁ ଠାବ ହୋଇଛି ପ୍ରେମୀ ଯୁଗଳଙ୍କ ମୃତଦେହ । ମୃତକ ଦ୍ବୟ କିଛିଦିନ ତଳେ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏବଂ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପାଟପୁର ଥାନା ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

Advertisement