Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଓମଫେଡ୍ ଗାଡି ଡ୍ରାଇଭରଙ୍କ ଆନ୍ଦୋଳନ ।

ଓମଫେଡ୍ ଗାଡି ଡ୍ରାଇଭରଙ୍କ ଆନ୍ଦୋଳନ ।

164
ADVERTISEMENT

କଟକ,୨୪/୧୨(ଡି.ଏଚ୍.ବ୍ୟୁରୋ):-କଟକ ଜିଲ୍ଲା ବାଙ୍କୀ ନରାଜ ସ୍ଥିତ ଅରିଲୋ ଓମଫେଡ୍ ପ୍ଲାଣ୍ଟରୁ କ୍ଷୀରେ ଚୋରି ଅଭିଯୋଗରେ ପୁଲିସ୍ ଜଣେ ଓମଫେଡ୍ ଗାଡି ଡ୍ରାଇଭରଙ୍କୁ ଗିରଫ କରିଛି। ଯାହାର ପ୍ରତିବାଦରେ ଆଜି ଓମଫେଡ୍ ଗାଡିର ସାଥି ଡ୍ରାଇଭରମାନେ ଆନ୍ଦୋଳନ କରିଛନ୍ତି। ଫଳରେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଆଜି କଟକ-ଭୁବନେଶ୍ଵରକୁ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି।

Advertisement