Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ୧୦.୪ ଗ୍ରାମର ବ୍ରାଉନସୁଗର ସମେତ ୨୦ ହଜାର ଟଙ୍କା ଓ ପଲସର ଗାଡ଼ି ଜବତ ।

୧୦.୪ ଗ୍ରାମର ବ୍ରାଉନସୁଗର ସମେତ ୨୦ ହଜାର ଟଙ୍କା ଓ ପଲସର ଗାଡ଼ି ଜବତ ।

124
ADVERTISEMENT

କାକଟପୁର,୨୨/୧୨(ଡି.ଏଚ୍.ବ୍ୟୁରୋ):-ପୁରୀ ଜିଲ୍ଲା କାକଟପୁର ଥାନା ପୁଲିସ ମହାନ୍ତି ସାହି ଗ୍ରାମର ପେସାଦାର ବ୍ରାଉନସୁଗର ବ୍ୟବସାୟୀ ମଙ୍ଗରାଜ ମହାନ୍ତିକୁ ଗିରଫ କରିବା ସହ ତା’ଠାରୁ ୧୦.୪ ଗ୍ରାମର ବ୍ରାଉନସୁଗର ସମେତ ଏକ ମୋବାଇଲ, ୨୦ ହଜାର ଟଙ୍କା oପଲସର ଗାଡ଼ି ଜବତ କରିଛି। ଏବଂ ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ହେବ ବୋଲି ସୂଚନା ।

Advertisement