Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଯୁବକଙ୍କୁ କଚାଡି ମାରିଲା ଦନ୍ତାହାତୀ ।

ଯୁବକଙ୍କୁ କଚାଡି ମାରିଲା ଦନ୍ତାହାତୀ ।

145
ADVERTISEMENT

ଣାଇ,୨୨/୧୨(ଡି.ଏଚ୍.ବ୍ୟୁରୋ):-ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଜକେଇକଲା ଗାଁରେ ଯୁବକଙ୍କୁ କଚାଡି ମାରିଲା ଦନ୍ତାହାତୀ । ମୃତକ ଜଣକ ଧରଣୀଧର ପାତ୍ର ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ସହ ଠେଲାପେଲା କରି ବନ କର୍ମଚାରୀ ଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ମାଡ ମାରିଥିବା ଦେଖିବାକୁ ମିଳିଛି। ଏପରିକି କିଛି ଉତ୍ତ୍ୟକ୍ତ ମହିଳା ଡିଏଫଓଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି।

Advertisement