Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ମାରାଥନ୍ ଚାଲିଥିବାବେଳେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ ।

ମାରାଥନ୍ ଚାଲିଥିବାବେଳେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ ।

133
Shooting a gun in night
ADVERTISEMENT

ରାଉରକେଲା,୨୨/୧୨(ଡି.ଏଚ୍.ବ୍ୟୁରୋ):-ରାଉରକେଲା ସେକ୍ଟର ୩ ଛକ ନିକଟରେ ମାରାଥନ୍ ଚାଲିଥିବାବେଳେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ । ଯୁବକଙ୍କ ପିଠିରେ ଗୁଳି ବାଜି ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବଂ ଘଟଣାସ୍ଥଳରେ ପୁଲିସ୍ର ଛାନଭିନ୍ ଜାରି ।

Advertisement