Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଶ୍ରମିକଙ୍କ ମୃତଦେହ ରଖି ରାସ୍ତାରୋକ ।

ଶ୍ରମିକଙ୍କ ମୃତଦେହ ରଖି ରାସ୍ତାରୋକ ।

167
ADVERTISEMENT

ପାରାଦୀପ,୧୮/୧୨(ଡି.ଏଚ୍.ବ୍ୟୁରୋ):-ପାରାଦୀପ ପୋର୍ଟ ଫାଟକ ଆଗରେ ଶ୍ରମିକଙ୍କ ମୃତଦେହ ରଖି ରାସ୍ତାରୋକ । ମୃତ ଶ୍ରମିକ ସତ୍ୟ ଦଳାଇ ଙ୍କ ପରିବାର ଲୋକ, ସମ୍ପର୍କୀୟ ଓ ସାଥି ଶ୍ରମିକ ମାନେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ଏବଂ ପରିବାରର ଜଣଙ୍କୁ ଚାକିରି ଦେବା ଦାବି ରେ ଏହି ଆନ୍ଦୋଳନ ଜାରି କରିଥିବା ବେଳେ ସେ ଗତ ରବିବାର ଦିନ ପାରାଦୀପ ପୋର୍ଟ ଭିତରେ ଓ୍ବାଗନ୍ ଧକ୍କାରେ ଗୁରୁତର ହୋଇଥିଲେ।

Advertisement