Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ଚା’ ଦୋକାନ ଉପରେ ମାଡ଼ିଗଲା ଟ୍ରାକ୍ଟର ।

ଭାରସାମ୍ୟ ହରାଇ ଚା’ ଦୋକାନ ଉପରେ ମାଡ଼ିଗଲା ଟ୍ରାକ୍ଟର ।

137
ADVERTISEMENT

କଟକ,୧୮/୧୨(ଡି.ଏଚ୍.ବ୍ୟୁରୋ):-କଟକ ସେଲ୍ଟର ଛକରେ ଭାରସାମ୍ୟ ହରାଇ ଚା’ ଦୋକାନ ଉପରେ ମାଡ଼ିଗଲା ଟ୍ରାକ୍ଟର । ଦୁର୍ଘଟଣାରେ ଚା’ ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଚା ଦୋକାନୀ ଏବଂ ସେଠାରେ ଚା ପିଉଥିବା ଗ୍ରାହକମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

Advertisement