ADVERTISEMENT
Home ଆଞ୍ଚଳିକ ଭୁବନେଶ୍ଵର ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି ର୍କମୀ।

ଭୁବନେଶ୍ଵର ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି ର୍କମୀ।

132
ADVERTISEMENT

ଭୁବନେଶ୍ଵର,୧୬/୧୨(ଡି.ଏଚ୍.ବ୍ୟୁରୋ):-ଭୁବନେଶ୍ଵର ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି ର୍କମୀ। ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି, ବହିଷ୍କାର ହୋଇଥିବା କର୍ମୀଙ୍କୁ ପୁନଃନିଯୁକ୍ତି ସମେତ ୧୧ ଦଫା ଦାବିରେ ହଜାର ହଜାର ସଂଖ୍ୟକ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ଏକ ବିରାଟ ପଟୁଆରରେ ବିଧାନସଭା ଅଭିମୁଖେ ଯାତ୍ରା କରିଛନ୍ତି।

Advertisement