ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ମାଫିଆ।

19
ADVERTISEMENT

ରାୟଗଡା,୧୬/୧୨(ଡି.ଏଚ୍.ବ୍ୟୁରୋ):-ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ମାଫିଆ। ବନ ବିଭାଗ ଟିମ୍ ଓ ଏସଟିଏଫ୍ ର ମିଳିତ ଚଢ଼ଉବେଳେ ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ଏବଂ ହାତୀ ଦାନ୍ତ ଜବତ କରି ଫେରିବା ବେଳେ ଅନ୍ୟ କିଛି ଦୁର୍ବୃତ୍ତଙ୍କ ବନ ବିଭାଗର ଗାଡି ଉପରକୁ ଗୁଳିମାଡ କରିଥିଲେ।

Advertisement