Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ତିନିଜଣ ଲୋକଙ୍କ ଉପରେ ଚଢ଼ିଗଲା ଘରୋଇ ବସ୍ ‘ସ୍ବାମୀ ଅରୁପାନନ୍ଦ’।

ତିନିଜଣ ଲୋକଙ୍କ ଉପରେ ଚଢ଼ିଗଲା ଘରୋଇ ବସ୍ ‘ସ୍ବାମୀ ଅରୁପାନନ୍ଦ’।

162
ADVERTISEMENT

ଭଦ୍ରକ,୧୫/୧୨(ଡି.ଏଚ୍.ବ୍ୟୁରୋ):-ଭଦ୍ରକ ତାଳପଦ ଛକନିକଟରେ ଏକ ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଠିଆ ହୋଇଥିବା ତିନିଜଣ ଲୋକଙ୍କ ଉପରେ ଚଢ଼ିଗଲା ଘରୋଇ ବସ୍ ‘ସ୍ବାମୀ ଅରୁପାନନ୍ଦ’। ଏହି ଦୁର୍ଘଟଣାରେ ଜଣଙ୍କରଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବସରେ ଥିବା ପ୍ରାୟ ୧୫ଜଣ ଯାତ୍ରୀ ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ବସ୍ ଟି ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଯାଉଥିଲା।

Advertisement