Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଧାମରାଠାରେ ମାଛଧରା ବୋଟରୁ ଖସି ଧୀବର ନିଖୋଜ।

ଧାମରାଠାରେ ମାଛଧରା ବୋଟରୁ ଖସି ଧୀବର ନିଖୋଜ।

148
ADVERTISEMENT

ଭଦ୍ରକ,୧୫/୧୨(ଡି.ଏଚ୍.ବ୍ୟୁରୋ):-ଭଦ୍ରକ ଜିଲ୍ଲା ଧାମରାଠାରେ ମାଛଧରା ବୋଟ ରୁ ଖସି ଧୀବର ନିଖୋଜ। ଧାମରା ରୁ ନାଭାଲ ବୋଟ ଯାଇ ସମୁଦ୍ରରେ ଖୋଜାଖୋଜି କରିଥିଲେ ମଧ୍ୟ ଏଯାବତ ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନି। ବୋଟରେ କାର୍ଯ୍ୟରତ ଧୀବର କୈଳାଶ ଦାସ କୌଣସି କାରଣରୁ ବୋଟ ରୁ ଖସି ପଡ଼ିଥିଲେ। ଏବଂ ବୋଟର ଅନ୍ୟ କର୍ମଚାରୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜି ପାଇନଥିଲେ।

Advertisement