Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଶିମିଳିପାଳରେ ତୁଷାରପାତ ।

ଶିମିଳିପାଳରେ ତୁଷାରପାତ ।

133
ADVERTISEMENT

ଶିମିଳିପାଳ,୧୪/୧୨(ଡି.ଏଚ୍.ବ୍ୟୁରୋ):-ଶିମିଳିପାଳରେ ତୁଷାରପାତ । ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳ, ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ଥିବା ଯଶିପୁର, ରରୁଆଁ, ଶୁକ୍ରୁଳି, କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ସହ ଶୀତର ଲହରୀ ଜାରି ରହିଛି । ଏବଂ ମୋଟୁଘର,ଚହଲା ଓ ବରେହିପାଣି ଠାରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।

Advertisement