Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ନର୍ସିଙ୍ଗ ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ କରିବା ମାମଲାରେ ଗୋଳନ୍ଥରା ଥାନା ପୁଲିସ ଜଣେ ଯୁବକକୁ...

ନର୍ସିଙ୍ଗ ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ କରିବା ମାମଲାରେ ଗୋଳନ୍ଥରା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

139
ADVERTISEMENT

ବ୍ରହ୍ମପୁର,୧୩/୧୨(ଡି.ଏଚ୍.ବ୍ୟୁରୋ):-ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଠାରେ ଓମ୍ ଭୂଃଭବସ୍ବ ନର୍ସିଙ୍ଗ କଲେଜର ପ୍ରଥମ ବର୍ଷର ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ କରିବା ମାମଲାରେ ଗୋଳନ୍ଥରା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ଅଡବା ଥାନା ଅଧିନସ୍ଥ ପାଣିଗଣ୍ଡା ଗ୍ରାମର ସନିଆ ବଡ଼ ନାୟକ l

Advertisement