Saturday, August 15, 2026
ADVERTISEMENT
Home ଆଞ୍ଚଳିକ ଗିରଫ ହେଲେ ଭୁବନେଶ୍ୱର ସିଟି ଜିଏସଟି କାର୍ଯ୍ୟାଳୟରର ଆସିଷ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର ଅଭିନାଶ ପ୍ରଧାନ।

ଗିରଫ ହେଲେ ଭୁବନେଶ୍ୱର ସିଟି ଜିଏସଟି କାର୍ଯ୍ୟାଳୟରର ଆସିଷ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର ଅଭିନାଶ ପ୍ରଧାନ।

103
ADVERTISEMENT

କଟକ,୧୩/୧୨(ଡି.ଏଚ୍.ବ୍ୟୁରୋ):-କଟକ ଭିଜିଲାନ୍ସ ପକ୍ଷରୁ ଗିରଫ ହେଲେ ଭୁବନେଶ୍ୱର ସିଟି ଜିଏସଟି କାର୍ଯ୍ୟାଳୟରର ଆସିଷ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର ଅଭିନାଶ ପ୍ରଧାନ। ସେ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିବା ଘଟଣାରେ ଗିରଫ ହୋଇଛନ୍ତି l ଏଥିସହ ତାଙ୍କ ଦୁଇ ସହଯୋଗୀ ଦୀପ୍ତିକାନ୍ତ ଚୌଧୁରୀ ଓ ସାତ୍ତ୍ୱକି ପଟ୍ଟନାୟକଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି ।

Advertisement