Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବୈତରଣୀ ନଦୀ ଗର୍ଭରୁ ମିଳିଛି ଏକ ଭାସମାନ ପଥର ।

ବୈତରଣୀ ନଦୀ ଗର୍ଭରୁ ମିଳିଛି ଏକ ଭାସମାନ ପଥର ।

132
ADVERTISEMENT

ଧାମନଗର,୧୨/୧୨(ଡି.ଏଚ୍.ବ୍ୟୁରୋ):-ବୈତରଣୀ ନଦୀ ଗର୍ଭରୁ ମିଳିଛି ଏକ ଭାସମାନ ପଥର । ଭଦ୍ରକ ଜିଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ମାଲନାପୁର ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀରେ କିଛି ଯୁବକ ଗାଧୋଉଥିବା ବେଳେ ଗୋଟେ ପଥର ହାତରେ ଲାଗିଥିଲା। ଯୁବକମାନେ ସେହି ପଥରଟିକୁ ବାହାର କରି ପାଣିରେ ଫିଙ୍ଗିଦେଇଥିଲେ। ହେଲେ ସେହି ପଥରଟି ପାଣିରେ ଭାସିଥିଲା।

Advertisement