Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଜଣେ ମହିଳା ବେକରୁ ସୁନା ଚେନ୍ ଲୁଟ କରି ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ...

ଜଣେ ମହିଳା ବେକରୁ ସୁନା ଚେନ୍ ଲୁଟ କରି ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ ।

152
ADVERTISEMENT

ବଣାଇ,୧୨/୧୨(ଡି.ଏଚ୍.ବ୍ୟୁରୋ):-ସୁନ୍ଦରଗଡ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଅଧୀନ ଝିର୍ଡାପାଲି ଗାଁରେ ଜଣେ ମହିଳା ବେକରୁ ସୁନା ଚେନ୍ ଲୁଟ କରି ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ମହିଳା ଜଣକ ପାଟି କରିବାରୁ ଦୁର୍ବୁତ୍ତମାନେ ତାଙ୍କୁ ଗୁଳି କରିଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Advertisement