Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ସନ୍ଦେହଜନକ ଭାବେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

ସନ୍ଦେହଜନକ ଭାବେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

154
ADVERTISEMENT

କଟକ,୧୨/୧୨(ଡି.ଏଚ୍.ବ୍ୟୁରୋ):-କଟକ ଜିଲ୍ଲା ଆଠଗଡ଼ ଜାନିସାହିରେ ସନ୍ଦେହଜନକ ଭାବେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସେ ଗତ ତିନି ବର୍ଷ ତଳେ ଜାନିସାହି ଗାଁର କୁଶ ନାଏକଙ୍କୁ ବିବାହ କରିଥିଲେ। ଶାଶୁଘର ଲୋକେ ହତ୍ୟା କରିଥିବା ମୃତ ମହିଳାଙ୍କ ପରିବାର ଅଭିଯୋଗ କରିବା ପରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରହିଛି।

Advertisement